×
Login

ବାଲେଶ୍ଵର ଜିଲ୍ଲା ର ଜିଲ୍ଲା ପ୍ରତିନିଧି ଦେବାଶିଷ ଦାଶ୍ ବାଲେଶ୍ଵର ଜିଲ୍ଲାପାଳ ଙ୍କ ସତର୍ଣ୍ଣ ସାକ୍ଷାତକାର!.

0 Comments । By Black Cat News । 17 March, 2024

ବାଲେଶ୍ଵର ଜିଲ୍ଲା ର ଜିଲ୍ଲା ପ୍ରତିନିଧି ଦେବାଶିଷ ଦାଶ୍ ବାଲେଶ୍ଵର ଜିଲ୍ଲାପାଳ ଙ୍କ ସତର୍ଣ୍ଣ ସାକ୍ଷାତକାର!

ବାଲେଶ୍ଵର ଜିଲ୍ଲା ର ଜିଲ୍ଲା ପ୍ରତିନିଧି ଦେବାଶିଷ ଦାଶ୍ (ସାମ୍ବାଦିକ ଓ ସମାଜସେବୀ) ବାଲେଶ୍ଵର ଜିଲ୍ଲାପାଳ ଙ୍କ ସତର୍ଣ୍ଣ ସାକ୍ଷାତକାର, ବାଲେଶ୍ଵର ଜିଲ୍ଲା ର ସୁବିଧା ଓ ଅସୁବିଧା,ଭଲ ମନ୍ଦ ବିଷୟରେ କିଛି ସମୟ ଆଲୋଚନା କରିଛନ୍ତି ସାମ୍ବାଦିକ ଓ ସମାଜସେବୀ ଦେବାଶିଷ ଦାଶ୍, ସେ ସବୁବେଳେ ସତ୍ୟତା ପାଇଁ ସଂଘର୍ଷ କରି ଆଜି ଏହି ଜାଗା ପହଞ୍ଚି ପାରିଛନ୍ତି, ବହୁତ ନାମ ମଧ୍ୟ ଅର୍ଜନ କରିଛନ୍ତି!

Sashmita Mallik's Report
BlackCatNews, Balasore





×