×
Login

ଗରିବ ଲୋକ କୁ ମିଳୁନାହିଁ ନ୍ୟାୟ,, ପ୍ରତି ବଦଳରେ ମିଳୁଛି ଧମକ୍.

0 Comments । By Black Cat News । 17 February, 2024

ଗରିବ ଲୋକ କୁ ମିଳୁନାହିଁ ନ୍ୟାୟ,, ପ୍ରତି ବଦଳରେ ମିଳୁଛି ଧମକ୍

                                                                  କିଛି ଦିନର ବ୍ୟବଧାନ ପରେ ପୁଣି ଥରେ,,

ଗରିବଲୋକ ମୁଁ ମୋ ପାଖରେ , ଚାକିରୀ ନାହିଁ, ବାପା ଙ୍କ ର ଇନକମ୍ ନାହି, ଛୋଟ ଗାଡ଼ି ବେବସାୟି ଅଛି, ସେଥିରେ ଚଳେ, ଅର୍ଚ୍ଚନା ବେହେରା ଓରଫ୍ ଗୁଲୁ,+2 ସାଇନ୍ସ, ତା ବାପ, ମାଆ,ଭାଈ, ସମସ୍ତେ ଚାକିରୀଆ,,

 ସେମାନେ ସୁଧୀର ପାତ୍ର ଙ୍କୁ ପସନ୍ଦ କରନ୍ତିନି, 

ଅର୍ଚ୍ଚନା ସହିତ ବାହାଘର କିପରି ହେଲା, ?

ଅର୍ଚ୍ଚନା ର ବୟସ ୧୭ଘରୁ କିଛି ନ ଆଣି ଖାଲି ଡ୍ରେସ୍ ପିନ୍ଧି, ସେ ସୁଧୀର ପାଖକୁ ପଲାଇ କାହିଁକି ?

ଗୋଟିଏ ବଢିଲା ଝିଅ ଘରୁ ଗୋଡ଼ କାଢି ଆସିବା ପଛରେ କାହାର ହାତ ଥିଲା ?

 ଯଦି ଆସିଲା ତା ବାପ ଆଇନି ର ଆଶ୍ରୟ ନେଲେନି କାହିଁକି   ?

କାରଣ ତା ବାପା ପ୍ରଶାନ୍ତ ବେହେରା ଝିଅ କୁ ପ୍ରଶୟ ଦେଇଥିଲେ ଯେ  ତର ଯାହା ଇଚ୍ଛା ତୁ ସେଇଆ କର ?

କାରଣ,

ପ୍ରଶାନ୍ତ ବେହେରା ର ବି  ୨ଟି ସ୍ତ୍ରୀ ?

 ଏଥି ପାଇଁ ଅର୍ଚ୍ଚନା ସୁଧୀର କୁ ଚିଠି ଦେଲା, ଏବଂ ସୁଧୀର କୁ ବିବାହ କଲା, ତା ପରେ ସୁଧିର ଙ୍କ ପାଖରୁ ୨ଟି ପିଲା,  ପିଲା ଙ୍କୁ ଛାଡି ନର୍ସିଂ ପଡ଼ିଲା ଦେବୀ ଅର୍ଚ୍ଚନା,

ନର୍ସିଂ ପଢୁ ପଢୁ ପୁଣି ବୈଶିଙ୍ଗା ରେ ପିଙ୍କୁ ସହ ଖରାପ ସମ୍ପର୍କ ରଖିଲା,,

ପରେ ଖବର ପାଇ ସୁଧିର ଦେବୀ ଅର୍ଚ୍ଚନା ଙ୍କୁ ମା ହିଙ୍ଗୁଳା ଓ ଶିବ ମନ୍ଦିର ରେ ହାତ ରଖି ନିୟମ କଲା,  

ଆଉ କେବେ କିଛି ଭୁଲ କରିବି ନାହଁ?

କିନ୍ତୁ ଏବେ  ଘର ର ସମୋସ୍ତ ଆସବା ପତ୍ର, ୨ଲକ୍ଷ୍ ଟଙ୍କା, ସୁନା ଗହଣା, ୨ଟି ସ୍କୁଟି , ପିଲା ମାନଙ୍କ ପାଇ, କରି ଥିବା ଜମି ଜାଗା, ନେଇ ସେ‌ ଫେରାର୍ ଅଛି 

ସୁଧିର ଫୋନ୍ କରି ଡାକିଲା ବେଳକୁ ମିଳୁଛି ଧମକ୍,,

 ସୁଧୀର ଙ୍କ ଅଭିଯୋଗ ସୁଧୀର ଙ୍କ ସହ ଯାହା ହେଲା ଆଉ କାହା ସହୋ ନ ହେଉ,  ,,

 ସୁଧୀର କୁ ଜୀବନ ରୁ ମାରି ବା ପାଇ ଧମକ ଦେଇଛି, ସୁଧୀର କରିଥିବା ଜମି ଜାଗା ଜିନିସ ପତ୍ର ସୁନାଗହଣା ଟଙ୍କା ଦୁଇ ଛୋଟଙ୍କୁ ମିଳୁ, ଅର୍ଚ୍ଚନା କରିଥିବ ଭୁଲ୍ ପାଇଁ ପିଲାଙ୍କ ଭବିସତ୍ୟ ନଷ୍ଟ ନ ହେଉ ?

ପିଲାଙ୍କୁ ନ୍ୟାୟ ‌ ମିଳୁ,


Debasish Dash's Report
BlackCatNews, Balasore



#

Also Read

×